ଓଟିଭି
ଓଟିଭି

@otvkhabar

2 Tweets 16 reads Jul 04, 2023
#ଷ୍ଟେସନ_ମାଷ୍ଟର_ଦାୟୀ !
#ବାହାନଗା_ଟ୍ରେନ୍‌_ଟ୍ରାଜେଡି:
-ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦୋଷାରୋପ
-ସିଆର୍‌ଏସ୍‌ ତଦନ୍ତ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ବି ଦାୟୀ କରାଗଲା
-ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତିଙ୍କ ଅବହେଳାକୁ ବି ଦାୟୀ କରାଗଲା
-ସୁଇଚ୍ ଅନ୍‌ ପରେ ଇଣ୍ଟରଲକିଂ ସିଷ୍ଟମ ୧୪ ସେକେଣ୍ଡରେ ପରିବର୍ତ୍ତନ ହୁଏ
-ମାତ୍ର ସିଗନାଲ ପରିବର୍ତ୍ତନ ପାଇଁ ୩୭ ସେକେଣ୍ଡ ସମୟ ନେଇଥିଲା
-ଏଭଳି ଅସ୍ବାଭାବିକ ପରିବର୍ତ୍ତନକୁ ଅଣଦେଖା କରିଥିଲେ ଷ୍ଟେସନ ମାଷ୍ଟର
-ଅସ୍ୱାଭାବିକ ପରିବର୍ତ୍ତନ ନେଇ ଷ୍ଟେସନ ମାଷ୍ଟର ରିପୋର୍ଟ କରିବାର ଥିଲା
-ରିପୋର୍ଟ କରିବା ସହ କରମଣ୍ଡଳ ଏକ୍ସପ୍ରେସକୁ ରୋକିବାର ଥିଲା
#bahanaga #TrainAccident #OTV

Loading suggestions...