#Thread
ଗଜପତି କପଳେନ୍ଦ୍ର ଦେବଙ୍କ ସାମ୍ରାଜ୍ୟ ର ଆକାର ସମ୍ପର୍କିତ କିଛି ଭୁଲ୍ ଧାରଣା ଉଭୟ ଓଡ଼ିଆ ଏବଂ ଅଣଓଡିଆ ମାନଙ୍କ ଭିତରେ ରହିଅଛି। ମୁଁ କିଛି ମାନଚିତ୍ର ଏହା ଉପରେ ଦେଖିଲି ଯେଉଗୁଡ଼ିକରେ ତ୍ରୁଟି ରହିଛି କିମ୍ବା ପୁରୁଣା ତଥ୍ୟ ଉପରେ ଆଧାରିତ। ଚେଷ୍ଟା କରିଥିଲି ସେଥିରେ ପରିବର୍ତ୍ତନ ଆଣିବାକୁ କିନ୍ତୁ ଟୁଇଟର ରେ reply ଦେଇକି 1/n

ତାହା ସମ୍ଭବ ନୁହଁ, କାରଣ ଆମ ପାଖେ ଶବ୍ଦ ଲିମିଟ ଅଛି ଏବଂ ସେଥିରେ ବୁଝାଇବା କଷ୍ଟକର। ସେଥିଲାଗି ବୃଥା ଚେଷ୍ଟା ନ କରି ଏହି ସୂତଟି ଲେଖୁଛି। ପାଠକ ମାନଙ୍କୁ ଅନୁରୋଧ ନିଜର ମତାମତ ରଖିବେ।
ପ୍ରଥମେ କେତୋଟି assumption ଏବଂ disclaimer ମୁଁ କହି ରଖେ।
Disclaimer: ଭାରତୀୟ ଇତିହାସ ବିଷୟରେ ଆମ ପାଖରେ ବହୁତ୍ କମ 2/n
ପ୍ରଥମେ କେତୋଟି assumption ଏବଂ disclaimer ମୁଁ କହି ରଖେ।
Disclaimer: ଭାରତୀୟ ଇତିହାସ ବିଷୟରେ ଆମ ପାଖରେ ବହୁତ୍ କମ 2/n
ତଥ୍ୟ ହିନ୍ଦୁ ସୋର୍ସ ରେ ରହିଛି। ତେଣୁ 500 ବର୍ଷ ତଳର କୌଣସି ସାମ୍ରାଜ୍ୟ ର ଆକାର ନିର୍ଣ୍ଣୟ କରିବା ଅତ୍ୟନ୍ତ କଷ୍ଟକର। ତାହାପୁଣି ଯେତେବେଳେ ସାମ୍ରାଜ୍ୟ ର ସୀମା ବହୁବାର ପରିବର୍ତ୍ତନ ହେଉଥିବାର ଉଦାହରଣ ଅଛି। ତେଣୁ Ancient,classical even early mediaeval ସମୟ ର ସମସ୍ତ ସାମ୍ରାଜ୍ୟ ର ଆକାର ଏକ intelligent guess work 3/n
ବୋଲି ଆମେ କହିପାରିବା। ଉଦାହରଣ ସ୍ୱରୂପ ମୋର୍ଯ, ଗୁପ୍ତ, ଚୋଳ ଇତ୍ୟାଦି ସାମ୍ରାଜ୍ୟ ପ୍ରକୃତରେ କେତେବଡ ଥିଲା ତାହା ତର୍କ ର ବିଷୟ। ଇତିହାସ ଲେଖା ସର୍ବଦା bias ଥାଏ। ଐତିହାସିକ ନିଜ ନିଜ bias ଅନୁସାରେ ଇତିହାସ କୁ ରୂପ ଦେଇଥାଏ। ତେଣୁ ସାମ୍ରାଜ୍ୟ ର ଆକାର ମଧ୍ୟ ସେହିପରି ଭାବରେ ଐତିହାସିକ କହୁଥାଏ।
କପିଳେନ୍ଦ୍ର ଙ୍କ 4/n
କପିଳେନ୍ଦ୍ର ଙ୍କ 4/n
ସାମ୍ରାଜ୍ୟ ମଧ୍ୟ ବିଭିନ୍ନ ପ୍ରକାର bias ra ଶିକାର। କିନ୍ତୁ ଦୁଃଖ ର ବିଷୟ କୌଣସି ଓଡ଼ିଆ ଲେଖକ ଓଡ଼ିଶା ର ଏହି ମହାନ ଶାସକଙ୍କ ଉପରେ ବେଶୀ ଲେଖିନାହାନ୍ତି କିମ୍ବା ଯାହା ଲେଖିଛନ୍ତି ତାକୁ ସେତେ ଗୁରୁତ୍ଵ ଦିଆ ଯାଇନାହିଁ। ତେଣୁ ଓଡିଆ ମାନେ ଯାହା ପଢ଼ିଛନ୍ତି ତାହା ମୁଖ୍ୟତଃ ବାହାର ଲେଖକଙ୍କ ଦ୍ଵାରା ତେଣୁ ତାକୁ ଆମେ ସାମାନ୍ୟ careful5/n
ହେବ କଥା।
Assumptions: ଯେ କୌଣସି ସାମ୍ରାଜ୍ୟ ର 3 ପ୍ରକାର ର ମାନଚିତ୍ର ବନେଇହେବ।
1.ଜାଣେ ରାଜା କେତେ ବଡ଼ ସାମ୍ରାଜ୍ୟ rule କରୁଥିଲେ
2. ଜଣେ ରାଜା ତାଙ୍କ maximum extent କେତେ area capture କରିଥିଲେ।(conquest)
3. ତୃତୀୟ ଟି areas he raided
ବେଳେବେଳେ ପ୍ରାଥମିକ ସୋର୍ସ ନଥିବାରୁ ତିନୋଟିକୁ ଅଲଗା 6/n

କରିବା କଷ୍ଟ। କପିଳେନ୍ଦ୍ର ଙ୍କ କ୍ଷେତ୍ର ରେ ମଧ୍ୟ ସେମିତି।
ଦ୍ବିତୟତଃ କୌଣସି area ରାଜା ଜୟ କରିଥିଲେ କି ନାହିଁ ତାହା ମୁଖ୍ୟତ ଶିଳା/ତାମ୍ର ଲେଖା, ସମସାମୟିକ ଲୋକାଲ ସୋର୍ସ, ଶତ୍ରୁପକ୍ଷର ଲେଖା ଇତ୍ୟାଦି ମାଧ୍ୟମରେ ମିଳେ। ମୁଁ ପ୍ରଥମତଃ ସେଇ ପ୍ରାଥମିକ ଲେଖା ମାନକ ଉପରେ ନିର୍ଭର କରିବି। ଏବଂ ଯଦି କିଛି corroborative ପ୍ରମାଣ 7/n

ମିଳେ ତେବେ ହିଁଯାଇ କୌଣସି ସୋର୍ସ କୁ ଗ୍ରହଣ କରିବାର ଚେଷ୍ଟା କରିବି।
ମୁଁ ଆଗରୁ କହି ରଖିଛି କିଛି ଐତିହାସିକ ନିଜର biasness ଅଳ୍ପ ବହୁତ୍ ଦେଖାଇଛନ୍ତି (ଉଦାହରଣ ସ୍ୱରୂପ ସମାନ ପ୍ରକୃତିର ପ୍ରମାଣ କପିଳେନ୍ଦ୍ର ଙ୍କ କ୍ଷେତ୍ରରେ ଇଗ୍ନୋର ହେଇଚି କିନ୍ତୁ ଅନ୍ୟ ମାନକ କ୍ଷେତ୍ରରେ ନୁହଁ) ତଥାପି ମୁଁ ସେଗୁଡିକ ଦେଖାଇବାକୁ ଚେଷ୍ଟା କରିବି। 8/n

କପିଳେନ୍ଦ୍ର ଙ୍କ ସାମ୍ରାଜ୍ୟ ତାଙ୍କ ଶୀର୍ଷ ସମୟରେ:
ଉତ୍ତର ସୀମା: କପିଳେନ୍ଦ୍ର ନିଜର ଜଗନ୍ନାଥ ମନ୍ଦିର ଶିଳା ଲେଖା ରେ ନିଜକୁ ଗୌଦେଶ୍ୱର ବୋଲି କହିଛନ୍ତି। ସେଥିରେ ସେ ମାଲିକ ପରିଶା ଙ୍କୁ ପରାସ୍ତ କରିଥିବା କଥା କହିଛନ୍ତି। ଏଠାରେ କଥା ଉଠୁଚି ଗଉଡ କହିଲେ କେଉଁଟି ଏବଂ ତାଙ୍କ ସାମ୍ରାଜ୍ୟ କେଟେବଡ ହେଇଥାଏ ଏହି ବିଜୟ ପରେ।
9/n

ଏବଂ 21 ଅଙ୍କ ରେ ମାଲିକ(ମାଲିକ ପରିସା) ଯିଏ କି ବଙ୍ଗଳାର ସୁଲତାନ, ତାଙ୍କୁ ହରାଇଥିବା ଲେଖା ଅଛି। ତା ଅର୍ଥ ହୁଗୁଳୀ ନଦୀ ଯାଏ ଗଜପତି ସାମ୍ରାଜ୍ୟ କପିଳେନ୍ଦ୍ର ଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଥିଲା ଯେବେ ଗୋପୀନାଥ ମହାପାତ୍ର ତାକୁ ଜୟ କରିଥିଲେ। କିନ୍ତୁ ସେତେବେଳେ କପିଳେନ୍ଦ୍ର ନିଜକୁ ଗୌଡେଶ୍ୱର ବୋଲି କହୁ ନାହାନ୍ତି। ଅର୍ଥାତ୍ 11/n
ଗଉଡ଼ ମାନେ ଏଠାରେ ହୁଗୁଳୀ ର ଉତ୍ତର area ବୋଲି ମାନିବାକୁ ହେବ। ସେହିପରି ମାଦଳା ପାଞ୍ଜି ମଧ୍ୟ କହୁଚି କପିଳେନ୍ଦ୍ର ଙ୍କ ଆଦେଶରେ ହିମ (ହିମାଳୟ) ଠାରୁ ସେତୁ ବନ୍ଧ(ରାମେଶ୍ବରମ) ଯାଏ ପବନ ଆତଯାତ ହୁଏ(ଏହା ଏକ କବିତା ଭାବରେ ତାଙ୍କ ବିଜୟ ବେଙ୍ଗଲ ର ଉତ୍ତର ରୁ ରାମେଶ୍ଵରମ ଯାଏ ରାଜୁତି ଥିଲା ବୋଲି ଦର୍ଶାଉଛି। କିନ୍ତୁ ଏହା ସମ୍ଭବ ଯେ 12/n
ହୁଗୁଳୀ ର ଦକ୍ଷିଣ କୁ କପିଳେନ୍ଦ୍ର ନିଜ ସାମ୍ରାଜ୍ୟରେ ଅନ୍ତରଭୁକ୍ତ କରିଥିଲେ ଏବଂ ଉତ୍ତର area କୁ ବୋଧହୁଏ tribute ନେଉଥିଲେ।
2. ରିଶାଳଟ- ଉସ- ସାହାଡ଼ା: ଏହା ଏକ ପାର୍ସୀ ପୁସ୍ତକ ଯାହା 1633 ରେ ଲେଖା ଯାଇଥିଲା। ଏଥିରେ ବର୍ବକ ଶାହ ଯିଏ 1459-74 ଭିତରେ ରୁଲ କରୁଥିଲେ ସେ ସମୟ ବିଷୟରେ description ଅଛି। ସେଥିରେ ଲେଖା ଅଛି 13/n
2. ରିଶାଳଟ- ଉସ- ସାହାଡ଼ା: ଏହା ଏକ ପାର୍ସୀ ପୁସ୍ତକ ଯାହା 1633 ରେ ଲେଖା ଯାଇଥିଲା। ଏଥିରେ ବର୍ବକ ଶାହ ଯିଏ 1459-74 ଭିତରେ ରୁଲ କରୁଥିଲେ ସେ ସମୟ ବିଷୟରେ description ଅଛି। ସେଥିରେ ଲେଖା ଅଛି 13/n
ମନ୍ଦରଣ ଦୁର୍ଗ ସେ ସମୟରେ ଇସ୍ମାଇ ଗାଜି ତାକୁ Gajapati ରାଜାଙ୍କ ଠାରୁ ଛଡ଼ାଇ ଆଣିଥିଲେ। ଅର୍ଥାତ୍ ତାହା ଗଜପତିଙ୍କ ପାଖେ ଥିଲେ। ତେଣୁ ବୋଧହୁଏ କପିଳେନ୍ଦ୍ର ଙ୍କ ଶେଷ ସମୟର ଗୃହ ଯୁଦ୍ଧ କିମ୍ବା ପୁରୁଷୋତ୍ତମ ଦେବଙ୍କ ଆରମ୍ଭ ସମୟରେ Sultanate ପାଖକୁ ଚାଲିଯାଇଥିଲା। କେତେକ ଲୋକ ଏମିତି ମଧ୍ୟ କୁହନ୍ତି କି ଏହି ଇଶ୍ମାଇଲ ଗଜୀ 14/n
ପ୍ରକୃତରେ ସିଏ ଯିଏ ପ୍ରତାରୁଦ୍ରଦେବ ଙ୍କ ସମୟରେ ଆକ୍ରମଣ କରି ମନ୍ଦରାନ ଅଧିକାର କରିନେଇଥିଲେ ଯେବେ ପ୍ରତାରୁଦ୍ରଦେବ ଦକ୍ଷିଣ ରେ ଥିଲେ। ସେ ଯାହା ହଉ। ମାନଦରଣ ଦୁର୍ଗ କପିଳେନ୍ଦ୍ର ଙ୍କ ପାଖେ ଥିଲା ଯାହାକି ହୁଗୁଳୀ ଜିଲ୍ଲାର ଅବସ୍ଥିତ।
3. ଚୈତନ୍ୟ ଭାଗବତ: ଏହା ପ୍ରତାପରୁଦ୍ର ଦେବ ଙ୍କ ସମୟର କୃତି। କିନ୍ତୁ ଏଥିରୁ ଆମେ ଜନୁ କିଁ 15/n
3. ଚୈତନ୍ୟ ଭାଗବତ: ଏହା ପ୍ରତାପରୁଦ୍ର ଦେବ ଙ୍କ ସମୟର କୃତି। କିନ୍ତୁ ଏଥିରୁ ଆମେ ଜନୁ କିଁ 15/n
କରିଥିଲେ, ସେ ନିଜ ବାପଘର ର ଗୁଣ ଗାନ କଲାବେଳେ ଉଲ୍ଲେଖ କରୁଛନ୍ତି କପିଳେନ୍ଦ୍ର ଙ୍କ ବିଷୟରେ ଓ ତାଙ୍କୁ ସର୍ବ ଶ୍ରେଷ୍ଠ ରାଜା ଯିଏ ହିମାଳୟ ଠାରୁ କନ୍ୟାକୁମାରୀ ଯାଏ ବିଜୟ ହାସଲ କରିଥିବା କଥା କହିଛନ୍ତି। ଅର୍ଥାତ୍ ତାଙ୍କ ପିତାଙ୍କ ଠାରୁ ସେ ତାଙ୍କ ଜେଜେ ଙ୍କୁ ବଡ଼ ସମ୍ରାଟ ବୋଲି କହିଛନ୍ତି। ଆମେ ଚୈତନ୍ୟ ଭାଗବତ ରୁ ଜାଣୁ କି 17/n
ଦକ୍ଷିଣ: ପୂର୍ବରୁ ମୁଁ କହି ରଖିଛି କିଭଳି ଭାବେ ସେତୁବନ୍ଧ ଯାଏ କପିଳେନ୍ଦ୍ର ଙ୍କ ରାଜୁତି ଥିଲା ବୋଲି ମାଦଳା ପାଞ୍ଜି କହୁଚି। ସେହିକଠା ମଧ୍ୟ ଅନନ୍ତବରମ୍ ପ୍ଲେଟ ରେ ଉଲ୍ଲେଖ ଅଛି କି ହମବିର ଦେବ ଦକ୍ଷିଣ ସାଗର ରେ ନିଜର ରକ୍ତ ଭିଜା ଖଡଗ କୁ ଧୋଇଥିଲେ।
କିଛି ଦିନ ତଳେ ମଧ୍ୟ ଆମେ ଏକ inscription ପାଇଥିଲୁ ଯାହା 21/n
କିଛି ଦିନ ତଳେ ମଧ୍ୟ ଆମେ ଏକ inscription ପାଇଥିଲୁ ଯାହା 21/n
ସଂପୂର୍ଣ୍ଣ ଭାବରେ ଏହା ପ୍ରତିପାଦିତ କରୁଛି।
deccanchronicle.com
ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ କାରଣ ଆମେ corroborating evidence ପାଇଚେ। ଅର୍ଥାତ୍ ରାମେଶ୍ଵରମ ଯାଏ ତାଙ୍କର conquest ଥିଲା
2: Trichy inscription: Trichy inscription ଟି ମଧ୍ୟ ପ୍ରମାଣିତ କରଚି କି ଶ୍ରିରଙ୍ଗ ମନ୍ଦିର ମଧ୍ୟ ତାଙ୍କ ରୁଲେ ରେ22/n

Primary source thiba ଯୋଗୁ ଆମେ ଏହାକୁ ଏସେପ୍ଟ କରିପାରିବା। ମୁସଲିମ ସୋର୍ସ afterall only source ନୁହେଁ। ଏବେ ରହିଲା ହମ୍ପି କଥା
ଗଙ୍ଗାଧର ଯିଏ Vijayanagara ra Court poet ଥିଲେ ସେ ଲେଖିଛନ୍ତି କି ଗଜପତି ଆର୍ମି Hampi ପାଖରେ ପହଞ୍ଚିଥିଲା। Anantavaram ପ୍ଲେଟ ରେ ହମାଭିର ହମ୍ପୀ କ୍ୟାପଚର କରି, tribute 25/n
ଗଙ୍ଗାଧର ଯିଏ Vijayanagara ra Court poet ଥିଲେ ସେ ଲେଖିଛନ୍ତି କି ଗଜପତି ଆର୍ମି Hampi ପାଖରେ ପହଞ୍ଚିଥିଲା। Anantavaram ପ୍ଲେଟ ରେ ହମାଭିର ହମ୍ପୀ କ୍ୟାପଚର କରି, tribute 25/n
Mane ରଖିବାକୁ ହେବ ଖାରବେଳଙ୍କ ଗୋଟିଏ b inscription ନାହିଁ ଓଡ଼ିଶା ବାହାରେ , ରାଜେନ୍ଦ୍ର ଚୋଲଙ୍କ ଗୋଟେ b inscription ନାହିଁ ବେଙ୍ଗଲ ରେ ଏବଂ ଓଡ଼ିଶା ରେ କେବଳ ଗୋଟିଏ ଆନ୍ଧ୍ର border ku ଲାଗିକି but still ତାମିଲ historians ମାନେ ବେଙ୍ଗଲ ଓଡ଼ିଶା ସେ ଜୟ କରିଥିଲେ ବୋଲି ଲେଖି ବୁଲୁଛନ୍ତି କିନ୍ତୁ ଓଡ଼ିଶା ର ଦୁଃଖଦ କଥା 27/n
13th century ରୁ ରାଜା ଜୟ ସିଂଦେଓ ଓଡ଼ିଶା ରୁ ଆସି ରୁଲ୍ କରୁଥିଲେ ଏବଂ ପଶ୍ଚିମ ଓଡ଼ିଶା ରାଜାଙ୍କ ଭଳି ଗଜପତିଙ୍କୁ tribute ଦେଉଥିଲେ। ସେଇଭଳି ଛତିଶଗଡ ର ବସ୍ତର kingdom ପ୍ରାଚୀନ କଳିଙ୍ଗ ର part ଥିଲା , ଓଡ଼ିଶା ର ଭଞ୍ଜ family ସେଠାରେ ପରବର୍ତ୍ତୀ ସମୟରେ ରାଜୁତି କରିଥିଲେ। ତେଣୁ, ତାହା ମଧ୍ୟ ଗଜପତି ସାମ୍ରାଜ୍ୟ ରେ 29/n
Loading suggestions...